ଯାହାକୁ ଦେଖି କୁହାଯାଉଛି କି, ପଞ୍ଜାବରେ ଆଇନ ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି। ଏ ସଂପର୍କରେ ତର୍ନ ତାରନ ପୁଲିସ ପକ୍ଷରୁ କୁହାଯାଇଛି ଯେ ଗ୍ରେନେଡଟି ବେଶ ପୁରୁଣା ଓ ସେଥିରେ କଳଙ୍କି ଲାଗିଯାଇଛି । ଏହି ଖବର ମିଳିବା ପରେ ବୋମା ନିଷ୍କ୍ରିୟକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ବୋମାଟିକୁ ନଷ୍ଟ କରିବାକୁ ନେଇଯାଇଛନ୍ତି।
ଖଲିସ୍ଥାନ ସମର୍ଥକ ଅମୃତପାଲ ସିଂକୁ ନେଇ ପଞ୍ଜାବରେ ଚର୍ଚ୍ଚା ଏବେ ବି ଜାରି ରହିଥିବାବେଳେ ବୋମା ମିଳିବା ପୁଲିସକୁ ଚିନ୍ତାରେ ପକାଇଦେଇଛି ।