ପୋଲିସ ଘଟଣାର ତଦନ୍ତ କରି ବା ସମୟରେ ଏକ ବନ୍ଦ କୋଠରୀରେ ଖଟ ଉପରେ ଅଖାରେ ବନ୍ଧା ଯାଇଥିବା ଅବସ୍ଥାରେ ଝିଅର ମୃତଦେହ ମିଳିଥିଲା। ଶିବରାମ ରହୁଥିବା ଭଡ଼ା ଘର ନିକଟରୁ ମୃତଦେହ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ପଠାଇଛି ପୋଲିସ।ଘର ମାଲିକ ନାବାଳିକାଙ୍କୁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବା ପରେ ଅଭିଯୁକ୍ତ ମୁକେଶ ପ୍ରଜାପତି ଙ୍କୁ ଧରିବାରେ ସକ୍ଷମ ହୋଇଛି। ଅନ୍ୟପଟେ ପୈତୃକ ଗାଁ ରେ ହତ୍ୟା ଖବର ପ୍ରଚାରିତ ହେବା ପରେ ଶୋକକୁଳ ପରିବେଶ ଦେଖିବାକୁ ମିଳିଛି।ଖୁବଶୀଘ୍ର ଦୋଷୀକୁ କଠୋର ଦଣ୍ଡରେ ଦଣ୍ଡିତ କରିବାକୁ ଗାଁ ଲୋକେ ଦାବି କରିଛନ୍ତି।
ଅପରାଧ ଖବର ଆହୁରି ପଢ଼ନ୍ତୁ ।