ଭାରତର ସବୁଠାରୁ ବଡ଼ ଅର୍ଦ୍ଧ-ସାମରିକ ବାହିନୀ ହେଉଛି ବିଏସଏଫ୍ । ଦେଶର ବିଭିନ୍ନ ସୀମାବର୍ତ୍ତୀ ଅଂଚଳ ସହ ଜାମ୍ମୁକାଶ୍ମୀରର ଆନ୍ତର୍ଜାତିକ ସୀମା ନିକଟରେ ମଧ୍ୟ ମୁତୟନ ରହିଥାନ୍ତି ବିଏସଏଫ୍ ଯବାନ ।
ପରସ୍ପରକୁ ରଙ୍ଗବୋଳିବା ସହ ପଞ୍ଜାବୀ ଗୀତରେ ଝୁମିଲେ

ଅର୍ଗସ ବ୍ୟୁରୋ : ଜାମ୍ମୁକାଶ୍ମୀରର ଇଣ୍ଟରନ୍ୟାସନାଲ ବର୍ଡ଼ର ନିକଟରେ ହୋଲି ଖେଳିଲେ ବିଏସଏଫ୍ ଯବାନ । ନିଜ ଘର ପରିବାରଠାରୁ ଦୂରରେ ରହୁଥିବା ବିଏସଏଫ୍ ଯବାନମାନେ ପରସ୍ପରକୁ ରଙ୍ଗବୋଳିବା ସହ ପଞ୍ଜାବୀ ପପ୍ ଗୀତରେ ଝୁମିବାର ଦେଖା ଯାଇଥିଲା ।
Download Argus News App
