ଅଧିକ ଭାରତ ନ୍ୟୁଜ ପଢନ୍ତୁ
ବିଷୟ ରହିଛି ‘ସେୟାରଡ୍ ବୁଦ୍ଧିଷ୍ଟ୍ ହେରିଟେଜ୍ ‘ । କେନ୍ଦ୍ରମନ୍ତ୍ରୀ ଜି କିଶନ ରେଡ଼ି, ଏହି ସମ୍ମିଳନୀକୁ ଉଦଘାଟନ କରିଥିବା ବେଳେ ଅନ୍ୟ କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ । ବିଦେଶୀ ପ୍ରତିନିଧିଙ୍କୁ ଏହି ଅବସରରେ ସମ୍ମାନିତ କରା ଯାଇଥିଲା ।
ଅର୍ଗସ ବ୍ୟୁରୋ : ଦିଲ୍ଲୀରେ ଆରମ୍ଭ ହୋଇଛି ବୌଦ୍ଧଧର୍ମକୁ ନେଇ ୨ ଦିନିଆ ଆନ୍ତର୍ଜାତିକ ସମ୍ମିଳନୀ । ଏସସିଓ ବା ସାଂଘାଇ କୋଅପରେସନ୍ ଅର୍ଗାନାଇଜେସନ ସଦସ୍ୟ ଦେଶଗୁଡ଼ିକ ସହ ଭାରତୀୟ ସଭ୍ୟତା ଓ ସଂସ୍କୃତିର କି ପ୍ରକାର ସଂଯୋଗ ରହିଛି ସେହି ପ୍ରସଙ୍ଗରେ ଆଲୋଚନା ପାଇଁ ଆୟୋଜିତ ହେଉଛି ଏହି ସମ୍ମିଳନୀ ।
ଅଧିକ ଭାରତ ନ୍ୟୁଜ ପଢନ୍ତୁ
ବିଷୟ ରହିଛି ‘ସେୟାରଡ୍ ବୁଦ୍ଧିଷ୍ଟ୍ ହେରିଟେଜ୍ ‘ । କେନ୍ଦ୍ରମନ୍ତ୍ରୀ ଜି କିଶନ ରେଡ଼ି, ଏହି ସମ୍ମିଳନୀକୁ ଉଦଘାଟନ କରିଥିବା ବେଳେ ଅନ୍ୟ କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ । ବିଦେଶୀ ପ୍ରତିନିଧିଙ୍କୁ ଏହି ଅବସରରେ ସମ୍ମାନିତ କରା ଯାଇଥିଲା ।
ଅର୍ଗସ ବ୍ୟୁରୋ : ଚେନ୍ନାଇରେ ତାଣ୍ଡବ ରଚୁଛି ବାତ୍ୟା ମିଗଜୋମ୍ର । ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସହ ପବନ ମଧ୍ୟ ଲାଗିରହିଛି । ଫଳରେ ଉବୁଟୁବୁ ହେଉଛି ଚେନ୍ନାଇ । ପ୍ରବଳ ବର୍ଷା ଯୋଗୁ ଅନେକ ସ୍ଥାନରେ ଜଳାର୍ଣ୍ଣବ ପରିସ୍ଥିତି ସୃଷ୍ଟି ହୋଇଛି ।
ଅଧିକ ପଢନ୍ତୁ : ଆରମ୍ଭ ହୋଇଗଲାଣି ତୁହାକୁ ତୁହା ବର୍ଷା, ଭାଙ୍ଗିଲାଣି ବଡ ବଡ ଗଛ
ଚେନ୍ନାଇର ଇଷ୍ଟକୋଷ୍ଟ ରୋଡ୍ରେ ପ୍ରବଳ ବର୍ଷା ଯୋଗୁ ନିର୍ମାଣାଧୀନ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣା ଯାଇଛି । ସ୍କୁଲ, କଲେଜ ସମେତ ସମସ୍ତ ଶିକ୍ଷାନୁଷ୍ଠାନ, ବ୍ୟାଙ୍କଠାରୁ ଆରମ୍ଭ କରି ଅଫିସ୍ ସବୁ ବନ୍ଦ ଘୋଷଣା କରାଯାଇଛି