ଗୋବର୍ଦ୍ଧନ ସ୍କିମରେ ନୂଆ ୫୦୦ ଗୋବର ଗ୍ୟାସ ପ୍ଲାଣ୍ଟ୍ ଖୋଲାଯିବ । ଜୈବିକ ଚାଷ ପାଇଁ ୧୦ ହଜାର ବାୟୋ ଇନପୁଟ ରିସର୍ଚ୍ଚ ସେଣ୍ଟର । ଗ୍ରୀନ ଲୋନ୍ ପ୍ରୋଗାମର ଶୁଭାରମ୍ଭ ହେବ । ୩୦ଟି ସ୍କିଲ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ସେଣ୍ଟର୍ ବନାଯିବ । ଏକ ଜିଲ୍ଲା, ଏକ ଉତ୍ପାଦ ପାଇଁ ୟୁନିଟି ମଲ୍ ବନାଯିବ ।
ଗୋବର୍ଦ୍ଧନ ସ୍କିମରେ ଖୋଲିବ ୫୦୦ ଗୋବର ଗ୍ୟାସ ପ୍ଲାଣ୍ଟ୍

ଅର୍ଗସ ବ୍ୟୁରୋ: ଗୋବର୍ଦ୍ଧନ ଯୋଜନାର ଶୁଭାରମ୍ଭ କରାଯିବ । ଗୋବର ଗ୍ୟାସ ପ୍ଲାଣ୍ଟର ଶୁଭାରମ୍ଭ କରାଯିବ । ଅକ୍ଷୟ ଶକ୍ତି ପାଇଁ ୨୦,୭୦୦ କୋଟି ଆବଣ୍ଟନ । ପର୍ଯ୍ୟାବରଣ ସହ ଜଡ଼ିତ ବିକାଶକୁ ପ୍ରାଥମିକତା ସମାବେଶୀ ବିକାଶ ଅନ୍ତିମ ପର୍ଯ୍ୟାୟ ଯାଏଁ ପହଞ୍ଚାଯିବ । ଜୈବିକ ଚାଷ ପାଇଁ କୋଟିଏ କୃଷକଙ୍କୁ ସାହାଯ୍ୟ ଦିଆଯିବ । ପୁରୁଣା ଗାଡ଼ି କବାଡ଼ିଆ ପାଖକୁ ଯିବ । କୌଶଳ ବିକାଶ ଯୋଜନା ୪.0ର ଶୁଭାରମ୍ଭ ହେବ ।
Download Argus News App
