ମୁଗ ପ୍ରତି କୁଇଣ୍ଟାଲ ପିଛା 480 ଟଙ୍କା ବୃଦ୍ଧି ହୋଇଛି । ରାଶି କ୍ବିଣ୍ଟାଲ ପିଛା 523 ଓ ବାଦାମ 300 ଟଙ୍କା ବୃଦ୍ଧି ହୋଇଛି । ସେହିପରି ସୂର୍ଯ୍ୟମୁଖୀ କୁଇଣ୍ଟାଲ ପିଛା 385 ଟଙ୍କା ବଢିଲା । 1 ଲକ୍ଷ 26 ହଜାର କୋଟି ହେଲା କୃଷି ବଜେଟ । କ୍ୟାବିନେଟ ନିଷ୍ପତ୍ତି ନେଇ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିଲା କ୍ୟାବିନେଟ ବୈଠକ ।