ତେବେ ଏହି ସମୟରେ ସେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କୁ ପ୍ରଣାମ କରିବାକୁ ଭୁଲି ଯାଇ ତାଙ୍କ ଚେୟାରକୁ ଯାଇ ବସିଥିଲେ। ତାଙ୍କ ସମ୍ମୁଖରେ ଶପଥ ଗ୍ରହଣ କରିଥିବା ସମସ୍ତ ମନ୍ତ୍ରୀ ରାଷ୍ଟ୍ରପତିଙ୍କ ନିକଟରେ ପ୍ରଣାମ କରିଥିଲେ। ଯେତେବେଳେ ସିନ୍ଧିଆଙ୍କୁ ଏହା ସ୍ମରଣ କରାଗଲା, ସେ ଫେରି ରାଷ୍ଟ୍ରପତିଙ୍କ ନିକଟରେ ପ୍ରଣାମ କଲେ।
ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମିଳିଲା ଅପେକ୍ଷାର ଫଳ,ପାଇଲେ ମୋଦିଙ୍କ କ୍ୟାବିନେଟରେ ସ୍ଥାନ

ନୂଆଦିଲ୍ଲୀ: 15 ମାସ ଅପେକ୍ଷା କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କଚୁ ମିଳିଲା ସ୍ଥାନ। ସିନ୍ଧିଆଙ୍କୁ କ୍ୟାବିନେଟ ମନ୍ତ୍ରୀ କରାଯାଇଛି। ସେ ରାଷ୍ଟ୍ରିୟ ଭବନରେ ଶପଥ ଗ୍ରହଣ ସମାରୋହରେ ଶପଥ ଗ୍ରହଣ କରିଛନ୍ତି।
Download Argus News App
