ଉଲ୍ଲେଖନୀୟ ଯେ ରେଳବାଇ ପାଇଁ ଏହା ବର୍ତ୍ତମାନ ଯାଏ ଏହା ସବୁଠାରୁ ଅଧିକ ଆବଂଟନ ଅଟେ । ଏହା 2013-14 ରେ ରେଳବାଇକୁ ପ୍ରଦାନ କରାଯାଇଥିବା ରାଶିର ପାଖାପାଖି 9 ଗୁଣ ।
କେନ୍ଦ୍ର ସରକାର ଅନେକ ନୂଆ ଟ୍ରେନ ଓ ରେଳ ଲାଇନ ଆରମ୍ଭ କରାଯିବାକୁ ଲକ୍ଷ୍ୟ ରଖିଛନ୍ତି। ପିଏମ ଗତି ଶକ୍ତି ଓ ନ୍ୟାଶନାଲ ଲଜିଷ୍ଟିକ ନୀତି ଦ୍ୱାରା ଭାରତୀୟ ରେଳବାଇ ତା’ର ସେବାକୁ ତ୍ୱାରାନ୍ୱିତ କରୁଛି।
ଅର୍ଥନୀତି ଖବର ଆହୁରି ପଢ଼ନ୍ତୁ ।