ଏପଟେ କ୍ୟାପଟେନଙ୍କ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଛି। ଅମରିନ୍ଦର ସିଂ G-23ର ନେତାଙ୍କ ସହ ଆଲୋଚନା କରିବାକୁ ଯାଉଥିବା ନେଇ ଚର୍ଚ୍ଚା ଜୋର ଧରିଛି।
ପୂର୍ବରୁ କଂଗ୍ରେସ ନେତୃତ୍ବ ଦ୍ବାରା ଅପମାନିତ ହେବା କଥା କହି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଅମରିନ୍ଦର ସିଂ। ଏହାସହ ଭବିଷ୍ୟତ ପାଇଁ ଅନ୍ୟ ବିକଳ୍ପ ଖୋଲା ଥିବା କହିଥିଲେ।