ମତ୍ସ୍ୟଜିବୀମାନଙ୍କୁ ସତର୍କ କରିବା ସହିତ, ପର୍ଯ୍ୟଟନ ଏବଂ ପରିବହନ କାର୍ଯ୍ୟ ବନ୍ଦ କରିବାକୁ କୁହାଯାଇଛି। ମତ୍ସ୍ୟଜୀବୀମାନେ ସମୁଦ୍ରରୁ ଫେରିବାକୁ ପରାମର୍ଶ ଦିଆଯାଇଛି।
ଭାରତୀୟ ସେନା, ନୌସେନା, ବାୟୁସେନା ଏବଂ ଇଣ୍ଡିଆନ୍ କୋଷ୍ଟଗାର୍ଡକୁ ଆଲର୍ଟରେ ରଖାଯାଇଛି। ଆବଶ୍ୟକ ହେଲେ ସବୁ ପ୍ରକର ସହାୟତା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି।