ଏଭଳି ସ୍ଥିତିରେ ରୋଭର ପ୍ରଜ୍ଞାନକୁ ପୁର୍ଣ୍ଣ ଜୀଵିତ କରିଵା ପାଇଁ ଇସ୍ରୋର ଵୈଜ୍ଞାନିକ ଯଥେଷ୍ଟ କମ ଆଶା ରଖିଥିଲେ ମଧ୍ୟ ନିଜର ପ୍ରୟାସ ଓ ପ୍ରଚେଷ୍ଠା ଜାରିରଖିଛନ୍ତି। ଆଜି ଓ କାଲି ଦୁଇ ଦିନ ଧରି ଇସ୍ରୋ ଵୈଜ୍ଞାନିକ ମାନେ ଵନ୍ଦ ପଡିଥିଵା ରୋଭର ପ୍ରଜ୍ଞାନ ଓ ଲ୍ୟାଣ୍ଡର ଵିକ୍ରମର ଯନ୍ତ୍ରାଶଂ ଗୁଡିକୁ ପୁଣି କାର୍ଯ୍ୟକ୍ଷମ କରିଵାକୁ ପ୍ରୟାସ କରିଵେ। ଯନ୍ତ୍ରାଶଂ ଗୁଡିକ ସମ୍ପୁର୍ଣ୍ଣରୂପେ କାର୍ଯ୍ୟକ୍ଷମ ହେଵା ପରେ ପ୍ରଜ୍ଞାନରେ ଲାଗିଥିଵା ସୋଲାର ପ୍ୟାନେଲରେ ସୂର୍ଯ୍ୟକିରଣ ପଡିଵା ମାତ୍ରେ ଏଥିରେ ଥିଵା ଵ୍ୟାଟେରୀ ଚାର୍ଜ ହେଵ ଯାହା ରୋଭର ପ୍ରଜ୍ଞାନକୁ ଅନୁସଂନ୍ଧାନ କରିଵାରେ ସାହାର୍ଯ୍ୟ କରିଵ। ତେବେ ଯଦି ଇସ୍ରୋ ଲ୍ୟାଣ୍ଡର ଓ ରୋଭରକୁ ସକ୍ରିୟ କରିବାରେ ସଫଳ ହୁଏ ତେବେ ଏହା ଭାରତ ପାଇଁ ବଡ଼ ସଫଳତା ହେବ ।
ଦେଖନ୍ତୁ ଭିଡିଓ :