ବାର୍ଷିକ ଆୟ ୩ ଲକ୍ଷ ଯାଏ ଆୟ କରୁଥିଲେ ଆୟକର ଦେବାକୁ ପଡିବ ନାହିଁ । ସେହିପରି ୩ ରୁ ୬ ଲକ୍ଷ ଯାଏଁ ଆୟ ଉପରେ ୫ପ୍ରତିଶତ ଟିକସ ଲାଗୁ ହେବ । ୬ ରୁ ୯ ଲକ୍ଷ ଯାଏଁ ୧୦ ପ୍ରତିଶତ ଆୟକର ଲାଗୁ ହେବ । ୯ ରୁ ୧୨ ଲକ୍ଷ ଯାଏ ୧୮ ପ୍ରତିଶତ ଆୟକର ଆଦାୟ ହେବ । ୧୨ ରୁ ୧୫ ଲକ୍ଷ ଯାଏ ୨୦ ପ୍ରତିଶତ ଆୟକର ଆଦାୟ ହେବ। ୧୫ ରୁ ଅଧିକ ଆୟ କରୁଥିଲେ ୩୦ ପ୍ରତିଶତ ଆୟକର ଆଦାୟ ହେବ। ତେବେ ଏହି ବଜେଟ ମଧ୍ୟବିତ୍ତ ପରିବାରକୁ ଟିକିଏ ଆଶ୍ୱସ୍ତି ଦେଇ ପାରିବ ବୋଲି ଆଶା କରାଯାଉଛି।
ଅର୍ଥନୀତି ଖବର ଆହୁରି ପଢ଼ନ୍ତୁ ।