ନକ୍ସଲ ହମ୍ଲାରେ ୧୧ ଯବାନ ସହିଦ ହୋଇଛନ୍ତି । ଆକ୍ରମଣରେ 10 ଜଣ ଡିଆରଜି ଯବାନଙ୍କ ସମେତ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ସହିଦ ଯବାନ ଓ ମୃତ ଡ୍ରାଇଭରଙ୍କ ନାଁ ପ୍ରକାଶ କରିଛି ଛତିଶଗଡ । ସହିଦ ଯବାନ ଜୋଗୋ ସୋଡି, ମୁନ୍ନାରାମ କଡତି, ସନ୍ତୋଷ ଡାମୋ, ଦୁଲଗି ମଣ୍ଡାବି, ଲଖମୁ ମରକାମ, ଜୋଗା କବାସୀ, ହରିରାମ ମଣ୍ଡାବି, ରାଜୁରାମ କରଟମ, ଜୟରାମ ପୋଡିୟାମ, ଜଗଦୀଶ କବାସୀ ରହିଛନ୍ତି ।
ଅଧିକ ପଢନ୍ତୁ : ଘଟଣାସ୍ଥଳରେ ପହଞ୍ଚି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ