ଆହେ ନୀଳ ଶୈଳ..
‘ଆୟେଗା ତୋ ମୋଦି ହି..’ରେ ଝୁମିଲେ ସିଙ୍ଗର ଦେବାଙ୍ଗ: ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ: ସିଙ୍ଗର ଦେବାଙ୍ଗ ପଟେଲ ଏବେ ମୋଦିଙ୍କ ‘ଚୌକିଦାର’ କ୍ୟାମ୍ପେନରେ ଯୋଡ଼ି ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ସପକ୍ଷରେ ଏକ ଭିଡିଓ କରି ସେୟାର କରିଛନ୍ତି ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେଉଛି । ମହାମେଣ୍ଟଠୁ ନେଇ ରାଫେଲ ଉପରେ ବିରୋଧୀଙ୍କୁ ଗୀତ ମାଧ୍ୟମରେ ଖୁବ ସମାଲୋଚନା କରିଛନ୍ତି ଦେବାଙ୍ଗ ପଟେଲ । ‘ଆୟେଗା ତୋ ମୋଦି ହି...’ ଗୀତରେ ବିରୋଧୀଙ୍କୁ ବିଶେଷ କରି କଂଗ୍ରେସ, ମମତା ବାନାର୍ଜୀ, ଲାଲୁଙ୍କୁ ଟାର୍ଗେଟ କରିଛନ୍ତି ଦେବାଙ୍ଗ ।
କାଲିଠୁ ଲଘୁଚାପ ସୃଷ୍ଟି ସମ୍ଭାବନା, ପ୍ରଭାବରେ ଆଜିଠୁ ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ

ଅର୍ଗସ ବ୍ୟୁରୋ: କାଲିଠୁ ଉତ୍ତର ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ ସୃଷ୍ଟି ସମ୍ଭାବନା । ଏହାର ପ୍ରଭାବରେ ଆଜିଠୁ ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ । ଆଜି ଉପକୂଳ ଓଡ଼ିଶା ସମେତ ୨୨ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଭଦ୍ରକ, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ଅନୁଗୁଳ, ଦେବଗଡ଼, ସମ୍ବଲପୁର ଓ ବରଗଡ଼ର କିଛି ସ୍ଥାନରେ ପ୍ରବଳର
Download Argus News App
