ଆଶା ଅଛି ଯେ ଓଡ଼ିଶାରୁ ଆସିଥିବା ଚାଷୀ ମାନେ ଗୁଜରାଟରୁ ଶିଖିଥିବା କୃଷି ପଦ୍ଧତି ନିଜ ଜମିରେ ବ୍ୟବହାର କରିବେ । ଯଦି ଏଠାରେ ଶିକ୍ଷା ଲାଭ କରିଥିବା କୃଷି ପ୍ରଣାଳୀ ଚାଷୀ ମାନେ ଓଡିଶାରେ ବ୍ୟବହାର କରିବେନି ତେବେ ଗୁଜୁରାଟ ଗସ୍ତର କୌଣସି ଲାଭ ମିଳିବ ନାହିଁ । ଆଗାମୀ ଦିନରେ ମଧ୍ୟ ପରିବାର ସହ ଗୁଜୁରାଟ ଆସିବା ପାଇଁ ଓଡିଶା ଚାଷୀଙ୍କୁ ଆମନ୍ତ୍ରଣ କରିଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ ।
ଓଡିଶା ଖବର ଆହୁରି ପଢନ୍ତୁ