ରାଷ୍ଟ୍ରପତି ଭବନଙ୍କ ଦ୍ବାରା ଏନେଇ ଏକ ଭିଡିଓ ମଧ୍ୟ ଶେୟାର କରାଯାଇଛି ଯେଉଁଥିରେ ସୁପ୍ରିମକୋର୍ଟର ବିଚାରପତିମାନେ ସେମାନଙ୍କ ପରିବାର ସହିତ ନଜର ଆସିଛନ୍ତି। ଏହି ସମୟ ମଧ୍ୟରେ ସିଜେଆଇ ରାଷ୍ଟ୍ରପତି ମୁର୍ମୁଙ୍କୁ ମଧ୍ୟ ସ୍ବାଗତ କରିଛନ୍ତି।
ଅମୃତଉଦ୍ୟାନ ବୁଲିଲେ ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୁଡ଼
Download Argus News App
