ନରସିଂହପୁର ଜଙ୍ଗଲରେ ପୁଣି ଗୁଳି ଖାଇ ବୁଲୁଛି ଦନ୍ତା ହାତୀ
ଶେଷରେ ଗୁଜୁରାଟ ଗ୍ରୋଧ୍ରା ପରବର୍ତ୍ତୀ ହିଂସାର ସତ୍ୟ ପୁଣି ଆସିଛି ସାମନାକୁ

ଅର୍ଗସ ବ୍ୟୁରୋ : 2002 ଗୁଜୁରାଟ ଗୋଧ୍ରା ପରବର୍ତ୍ତୀ ହିଂସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ୍ଲିନ୍ ଚିଟ୍ ଦେଇଥିବା ଏସଆଇଟି ରିପୋର୍ଟକୁ ସୁପ୍ରିମକୋର୍ଟ କାଏମ୍ ରଖିଛନ୍ତି । ଏହି ରିପୋର୍ଟ ବିରୋଧରେ ପିଟିଶନ ଦାଖଲ କରିଥିବା ଜାକିଆ ଜାଫ୍ରିଙ୍କୁ ଶୁକ୍ରବାର ସର୍ବୋଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ବଡ଼ ଝଟ୍କା ଲାଗିଛି । ମୋକଦ୍ଦମାର କୌଣସି ମେରିଟ୍ ନଥିବାରୁ କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଛନ୍ତି । ଏହାସହିତ ୨୦୦୨ରୁ ପ୍ରଧାନମନ୍ତ୍ରୀ ମୋଦି ଓ ଅନ୍ୟମାନଙ୍କ ଉପରେ ଲଗା ଯାଇଥିବା ଆରୋପର ମିଥ୍ୟା ପ୍ରମାଣିତ ହୋଇଛି ।
ମୁମ୍ବାଇରେ ବଢୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ବଲିଉଡ୍ ର ପଙ୍ଗା ଗାର୍ଲ କଙ୍ଗନାଙ୍କୁ ଡେଙ୍ଗୁ। ମୁମ୍ବାଇରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ ଏଥିରୁ ବର୍ତ୍ତିନାହାନ୍ତି କଙ୍ଗନା ରାଣାଓ୍ୱତ। ଦେହ ଭଲ ନଥିଲେ ମଧ୍ୟ ନିଜର ଅପ୍କମିଂ ଫିଲ୍ମ ଏମର୍ଜେନ୍ସିର ଶୁଟିଂରେ ବ୍ୟସ୍ତ ଅଛନ୍ତି କଙ୍ଗନା। ଏମର୍ଜେନ୍ସିରେ ଅଭିନୟ କରିବା ସହ କଙ୍ଗନା ନିଜେ ଏହି ଫିଲ୍ମର
Download Argus News App
