ଖୈରାଙ୍କ ଚଣ୍ଡିଗଡ଼ ସ୍ଥିତ ବାସଭବନରୁ ଗିରଫ କରିଛି ପୋଲିସର ଏକ ଟିମ୍। ଗିରଫ ପୂର୍ବରୁ ପୋଲିସ ଏବଂ ବିଧାୟକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଆରେଷ୍ଟ ୱାରେଣ୍ଟ ଦେଖାଇବାକୁ କହିଥିଲେ ସୁଖପାଲ୍। ପରେ ପୋଲିସ ତାଙ୍କୁ ଗିରଫ କରିଥିଲା।
ଅଧିକ ପଢନ୍ତୁ ଭାରତ ଖବର
ନୂଆଦିଲ୍ଲୀ: ଡ୍ରଗ୍ସ କାରବାର କରୁଥିଲେ କଂଗ୍ରେସ ବିଧାୟକ। ଏକ ଡ୍ରଗ୍ସ ମାମଲାରେ ପଞ୍ଜାବ ବୋଲାଥର କଂଗ୍ରେସ ବିଧାୟକ ସୁଖପାଲ୍ ସିଂ ଖୈରା ଗିରଫ ହୋଇଛନ୍ତି।
ଖୈରାଙ୍କ ଚଣ୍ଡିଗଡ଼ ସ୍ଥିତ ବାସଭବନରୁ ଗିରଫ କରିଛି ପୋଲିସର ଏକ ଟିମ୍। ଗିରଫ ପୂର୍ବରୁ ପୋଲିସ ଏବଂ ବିଧାୟକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଆରେଷ୍ଟ ୱାରେଣ୍ଟ ଦେଖାଇବାକୁ କହିଥିଲେ ସୁଖପାଲ୍। ପରେ ପୋଲିସ ତାଙ୍କୁ ଗିରଫ କରିଥିଲା।
ଅଧିକ ପଢନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ : ବିଏସଏଫ୍ ପ୍ରତିଷ୍ଠା ଦିବସ ଅବସରରେ ବିଏସଏଫ୍ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଏହି ଅବସରରେ ଭୁବନେଶ୍ୱର ଏମ୍ସ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଏସ୍ଏଫ୍ ଆଇଜି ଧନେଶ୍ୱର କୁମାର ଶର୍ମା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ରକ୍ତଦାନ ଶିବିରରେ ୧୦୦ଜଣ ଯବାନ ସାମିଲ ହୋଇଥିଲେ । ଏହାସହ ବିଏସ୍ଏଫ୍ ଆଇଜି ମଧ୍ୟ ନିଜେ ରକ୍ତଦାନ କରିଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଭୁବନେଶ୍ୱର: ଓଡ଼ିଶା ଜଙ୍ଗଲରେ ପୁଣି ଦେଖିବାକୁ ମିଳିଲା କଳା ବାଘ। ରାଜ୍ୟରେ ବାଘ ଗଣନା ଚାଲିଥିବା ବେଳେ କ୍ୟାମେରା ଟ୍ରାପରେ କଏଦ ହେଲା କଳା ରଙ୍ଗର ବାଘ।
On going camera trap tiger census in Odisha is throwing up some exciting & unexpected presence of wild fauna in our state. pic.twitter.com/zRGnh9tcIv — Susanta Nanda (@susantananda3) November 29, 2023
ଏନେଇ ଟିଇଟ୍ କରି ସୂଚନା ଦେଲା ପିସିସିଏଫ୍। କେନ୍ଦ୍ରୀୟ ଓଡ଼ିଶାର ଏକ ନିର୍ଦ୍ଧିଷ୍ଟ ଜଙ୍ଗଲରେ ଦେଖାଯାଇଥିବା କହିଲେ ପିସିସିଏଫ୍ । ପୂର୍ବରୁ ଶିମିଳିପାଳରେ କଳାଦାଗ ଥିବା ମହାବଳ ଦେଖିବାକୁ ମିଳିଥିଲା। ଏବେ ପୁଣି କଳା କଲରା ପତ୍ରିଆ ବାଘ ଦେଖା ଯାଇଛି। ପୂର୍ବରୁ କଳା ମହାବଳ ଦେଖା ଯାଇଥିଲା ଶିମିଳିପାଳରେ।