ଦିଲ୍ଲୀ ସ୍ବାସ୍ଥ୍ୟ ବିଭାଗ ଦ୍ବାରା ଜାରି ରିପୋର୍ଟ ଅନୁସାରେ ରବିବାର ଦିଲ୍ଲୀରେ 6746 ଜଣ ନୂତନ ସଂକ୍ରମିତ ଠାବ ହୋଇଛନ୍ତି ଓ 121 ଜଣଙ୍କ ମୃତ୍ୟୁ ଘଟିଛି । ଦିଲ୍ଲୀରେ ସମ୍ପ୍ରତି ମୋଟ ମୃତ୍ୟୁ ସଂଖ୍ୟ 8391ରେ ପହଞ୍ଚିଛି । ଗତ 10 ଦିନ ମଧ୍ୟରେ ଦିଲ୍ଲୀରେ ଅନ୍ୟୂନ 5 ଦିନ ମୃତ୍ୟୁ ସଂଖ୍ୟା 10 ଅତିକ୍ରମ କରିଛି ।