ସାରା ପଶ୍ଚିମ ଓଡ଼ିଶା ଆଜି ନବ ଦାସଙ୍କ ବିୟୋଗରେ ସ୍ତବ୍ଧ
ସାରା ଦେଶରେ 6 ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା

ଅର୍ଗସ ବ୍ୟୁରୋ : ସାରା ବିଶ୍ଵରେ ଆତଙ୍କ ଖେଳାଇଥିବା କରୋନା ମହାମାରୀ ଭାରତରେ କାୟା ବିସ୍ତାର କରି ଚାଲିଛି। ସାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା 216,919କୁ ବୃଦ୍ଧି ହୋଇଛି। ସେହିପରି ଏହି ମହାମାରୀରେ 6,088 ଜଣଙ୍କ ଜୀବନ ଗଲାଣି।
ତେବେ ଏହି ମହାମାରୀ ଦାଉରୁ 104,107 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ ଏଯାବତ୍ 106,724ଟି ଆକ୍ଟିଭ୍ କେସ୍ ରହିଛି। ସେପଟେ 8,944 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତେବେ ଦେଶରେ ଏଯାଏଁ 4,103,233ଟି ସାମ୍ପୁଲ ଟେଷ୍ଟ ହୋଇଛି।
Download Argus News App
