ସେହିପରି ଭାରତରେ ଗତ ୨୪ ଘଂଟାରେ ୨ ହଜାର ୧୦୪ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୮୪ ହଜାର ୬୫୭ରେ ପହଁଚିଛି । ଦିନକରେ ୧ ଲକ୍ଷ ୭୮ ହଜାର ୮୪୧ ଜଣ ସୁସ୍ଥ ହୋଇଛନ୍ତି । ଏବଂ ଦେଶରେ ଏବେ ୨୨ ଲକ୍ଷ ୯୧ ହଜାର ୪୨୮ ସକ୍ରିୟ ସଂକ୍ରମିତ ରହିଛନ୍ତି ।