ବୟସର ଅପରାହ୍ନରେ ପହଞ୍ଚିଲେଣି । ହେଲେ ଭଲ ପାଇବା ପୁରା ଯବାନ ଅଛି । ବସକୁ ଅପେକ୍ଷା କରିବା ବେଳେ ନୂଆ ନୂଆ ପ୍ରେମରେ ପଡିଥିବା ଅନେକ ପ୍ରେମିକ ପ୍ରେମିକାଙ୍କ କାହାଣୀ ତ ଆପଣ ଦେଖିଥିବେ । ହେଲେ ବୟସର ଅପରାହ୍ନରେ ଏ ଦୃଶ୍ୟ କିଛି ଅଲଗା କହୁଛି । କହୁଛି ଦେଖ ଏବେ ବି ଆମେ ଦୁହିଁଙ୍କୁ ବହୁତ ଭଲ ପାଉ । ହାତ ଧରା ଧରି ହୋଇ ଆମେ ଏବେ ବି ଚାଲୁ ।
ଆଜିକାଲି ପିଲାମାନେ ଏହାକୁ ଟିକେ ଦେଖନ୍ତୁ । ଏଠି ସମ୍ପର୍କ କେତେ ମଜବୁତ ।
ଯେଉଁଠି ଭଲ ପାଇବା ଟିକେ ଟିକେ କଥା ଭାଙ୍ଗି ଯାଉଛି, ସାତ ଜନ୍ମର କଥା ଦେଇ ଯେଉଁମାନେ ସାତ ଦିନ ବି ତିଷ୍ଠ ନାହାନ୍ତି । ସେଠି ଭଲ ପାଇବା ଆଜି ବି ସତେଜ ଆଉ ସୁନ୍ଦର ।
बुढ़ा तो सिर्फ शरीर होता है
प्यार तो हमेशा जवान रहता है ❤️ pic.twitter.com/dAPe80G0d7 — ज़िन्दगी गुलज़ार है ! (@Gulzar_sahab) October 15, 2022
ବିଦେଶ ଖବର ଆହୁରି ପଢନ୍ତୁ ।