ରିସର୍ଚ୍ଚ ରିପୋର୍ଟ ଅନୁଯାୟୀ, ଭାରତରେ ଭ୍ୟାକ୍ସିନେଶନ ପ୍ରାୟ ୧୮.୩ ବିଲିୟନ ଡଲାର କ୍ଷତିକୁ ବି ରୋକି ପାରିଛି । ଦେଶର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବିୟ ଷ୍ଟାନଫୋର୍ଡର ରିପୋର୍ଟ 'ହିଲିଂ ଦ ଇକୋନମି' କୁ ଜାରି କରିଛନ୍ତି । ଏହି ରିପୋର୍ଟ ଭାରତର ଭାକସିନ ଡ୍ରାଇଭର ସଫଳତାକୁ ଦର୍ଶାଉଛି ।
କୋରୋନା ଅପଡେଟ ନ୍ୟୁଜ ଆହୁରି ପଢନ୍ତୁ