ବତ୍ତର୍ମାନ ସ୍ପଷ୍ଟ ହୋଇଛି ଯେ, 24 ଏପ୍ରିଲ୍ ସୁଦ୍ଧା 18+ ହିତାଧିକାରୀଙ୍କ ପାଇଁ Cowin ପ୍ଲାଟଫର୍ମ ପ୍ରସ୍ତୁତ ହେବ ଏବଂ 28 ଏପ୍ରିଲ୍ 2021 ରୁ ପଞ୍ଜୀକରଣ ଆରମ୍ଭ ହେବ। Cowin.gov.in ବା ଆରୋଗ୍ୟ ସେତୁ ଆପରେ ପଞ୍ଜୀକରଣ କରିପାରିବେ।
ଗତ ସପ୍ତାହରେ ସରକାର ପ୍ରଥମ ଥର ପାଇଁ ସମସ୍ତ ବୟସ୍କଙ୍କ ପାଇଁ ଟିକାକରଣ କରିଥିଲେ। ନୂତନ ଟିକା ନିୟମ ଅନୁଯାୟୀ, ରାଜ୍ୟ ତଥା ବେସରକାରୀ ସଂସ୍ଥା ଟୀକାକରଣ ପାଇଁ ସିଧାସଳଖ ଟିକା କିଣି ପାରିବେ। ବର୍ତ୍ତମାନ ପର୍ଯ୍ୟନ୍ତ ଯୋଗ୍ୟ ଘୋଷିତ ଲୋକଙ୍କୁ ଟିକାକରଣ ଜାରି ରଖିବ - ଫ୍ରଣ୍ଟଲାଇନ କର୍ମଚାରୀ, ସ୍ୱାସ୍ଥ୍ୟ କର୍ମୀ ଏବଂ 45 ରୁ ଉର୍ଦ୍ଧ୍ଵ ବୟସ୍କମାନେ ଟିକା ନେଇ ପାରିବେ।