ସୂର୍ଯ୍ୟକୁମାର ଯାଦବ ଓ ପାଣ୍ଡ୍ୟାଙ୍କ ଇଂନିସ ବଳରେ ଭାରତ ଟାର୍ଗେଟ ହାତେଇବାରେ ସକ୍ଷମ ହୋଇଥିଲା । ସୂର୍ଯ୍ୟକୁମାର ଯାଦବ ସର୍ବାଧିକ 26 ରନର ଇନିଂସ ଖେଳିଥିଲେ ।
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସୂର୍ଯ୍ୟକୁମାର

ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଲେ କ୍ରିକେଟର ସୂର୍ଯ୍ୟକୁମାର ଯାଦବ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହାର ଏକ ଫଟୋ ନିଜ ଟ୍ୱିଟର ପେଜ୍ ରେ ସେୟାର କରିଛନ୍ତି । ଲକ୍ଷ୍ନୌର ଇକାନା ଷ୍ଟାଡିୟମରେ ରବିବାର ଭାରତ ଓ ନ୍ୟୁଜଲାଣ୍ଡ ମଧ୍ୟରେ ଟି-20 ମ୍ୟାଚ୍ ହୋଇଥିଲା । 6 ୱିକେଟ୍ ରେ ନ୍ୟୁଜଲାଣ୍ଡକୁ ହରାଇଥିଲା ଭାରତ । ଯେଉଁଥିରେ ଦମଦାର୍ ପ୍ରଦର୍ଶନ କରିଥିଲେ କ୍ରିକେଟର ସୂର୍ଯ୍ୟକୁମାର ।
Download Argus News App
