ଯାହା ଫଳରେ 196 ବଟାଲୀୟନ ର ଜଣେ CRPF ଯବାନ ସହିଦ ହୋଇଛନ୍ତି , ସହିଦ ଯବାନ ଜଣକ ହରିୟାଣା ରାଜ୍ୟର ସତ୍ୟପାଲ ସିଂ ବୋଲି IG P-ସୁନ୍ଦରରାଜ ସୂଚନା ଦେଇଛନ୍ତି ।
ଭାରତ ଖବର ଆହୁରି ପଢ଼ନ୍ତୁ ।
ବିଜାପୁର ରେ IED ବିସ୍ପୋରଣ, ଜଣେ CRPF ଯବାନ ସହିଦ

ଅର୍ଗସ ବ୍ୟୁରୋ: ଛତିଶଗଡ଼ ରାଜ୍ୟ ବିଜାପୁରରେ CRPF ଓ DRG ଯବାନଙ୍କ ମିଳିତ କୁମ୍ବିଙ୍ଗ ଅପରେସନ ବେଳେ ଏକ ପ୍ରେସର IED ବିସ୍ପୋରଣ ଯୋଗୁଁ ଜଣେ CRPF ଯବାନ ସହିଦ ହୋଇଛନ୍ତି । ସୂଚନା ମୁତାବକ ଗତ ସନ୍ଧ୍ୟା ସମୟରେ CRPF ଓ DRG ଯବାନ ମାନଙ୍କ ଦ୍ୱାରା ବିଜାପୁର ର ପାମେଡ ଥାନା ଅନ୍ତର୍ଗତ ଧର୍ମାଭରମ ଗାଁ ଅଞ୍ଚଳରେ କୁମ୍ବିଙ୍ଗ ଅପରେସନ ଚାଲିବା ବେଳେ ନିକଟ ଚିନ୍ତାଭାଗୁ ନଦୀ କୂଳରେ ଏକ ପ୍ରେସର IED ବିସ୍ପୋରଣ ହୋଇଥିଲା।
Download Argus News App
