ଆକଳନ ଅନୁସାରେ ଆନ୍ଧ୍ରପ୍ରଦେଶର କାକିନାଡ଼ା ପାଖରେ ଲ୍ୟାଣ୍ଡଫଲ୍ କରିପାରେ ବାତ୍ୟା । କାକିନାଡା ପାଖରେ ସାମାନ୍ୟ ସ୍ଥଳଭାଗ ପାଖକୁ ଯାଇ ପୁଣି ଦିଗ ପରିବର୍ତ୍ତନ କରିପାରେ। ଏପଟେ ବାତ୍ୟା ପ୍ରଭାବରେ ଉପକୂଳ ଓଡିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି। ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ରାୟଗଡ଼ାରେ ବର୍ଷା ପାଇଁ ଚେତାବନୀ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଆହୁରି ଅଧିକ ପାଣିପାଗ ବିଷୟରେ ଜାଣନ୍ତୁ...
ବାତ୍ୟା ‘ଅସାନି’; ମାଲକାନଗିରିରେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି

ଅର୍ଗସ ବ୍ୟୁରୋ: ବାତ୍ୟାକୁ ଦୃଷ୍ଟିରେ ରଖି ଆଜି ମାଲକାନଗିରିରେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ନେଇ ଘୋଷଣା କରିଛନ୍ତି ମାଲକାନଗିରିର ଜିଲ୍ଲାପାଳ । ବାତ୍ୟା "ଅସାନି" ଏବେ ଏହା ଆନ୍ଧ୍ର ଉପକୂଳ ମୁହାଁ ବର୍ତ୍ତମାନ ଏହା ଗୋପାଳପୁରଠୁ ଦକ୍ଷିଣ ଏବଂ ଦକ୍ଷିଣ-ପଶ୍ଚିମ ଦିଗରେ, ୫୪୦କିମି ଦୂରରେ ରହିଛି । ଘଣ୍ଟା ପ୍ରତି ୧୨ କିମି ବେଗରେ ଏହା ଗତି କରୁଛି ।
OUAT ରେ ହାତୀ କଙ୍କାଳର ଚାଲିଛି ଫରେନସିକ୍ ଟେଷ୍ଟ
କଟକ: ଓୟୁଏଟିକୁ ଆସିଥିବା 3 ହାତୀ କଙ୍କାଳର ଚାଲିଛି ଫରେନସିକ ଟେଷ୍ଟ । 15 ଦିନ ହେଲା ଚାଲିଛି ପରୀକ୍ଷା । ପରୀକ୍ଷାରୁ ହାତୀର ଲିଙ୍ଗ, ବୟସ ଓ ମୃତ୍ୟୁର କାରଣ ସ୍ପଷ୍ଟ ହେବ । ହାତୀର ଶବ ଗଳିତ ହୋଇଥିବାରୁ ସବୁକିଛି ନିରୂପଣ ପାଇଁ ଲାଗୁଛି ସମୟ । ଆଉ 7 ଦିନ ଭିତରେ ଆସିବ ପୂର୍ଣ୍ଣାଙ୍ଗ ରିପୋର୍ଟ । ଗତକାଲି ଆଠଗଡ଼ ବନଖଣ୍ଡରୁ ଉଦ୍ଧାର ହୋଇଥିବା ହାତୀ କଙ୍କାଳର ନମୁନ
Download Argus News App
