ଓଡିଶାରେ ଏହି ବାତ୍ୟାର କୌଣସି ପ୍ରଭାବ ପଡିବନି ବୋଲି ସ୍ପଷ୍ଟ କରିଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର । ଅନ୍ୟପଟେ ରାତ୍ରୀ କାଳୀନ ତାପମାତ୍ରାରେ 2 ରୁ 3 ଡିଗ୍ରୀ ବୃଦ୍ଧି ହେବାକୁ ଥିବାବେଳେ ଶୀତର ପ୍ରଭାବ ସାମନ୍ୟ କମ ରହିବ ।
ଆଜି ବାତ୍ୟାର ରୂପ ନେବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ
ଅର୍ଗସ ବ୍ୟୁରୋ: ଆଜି ବାତ୍ୟାର ରୂପ ନେବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ମୁହାଁ ହୋଇ 10 ତାରିଖରେ ବାତ୍ୟା ଉପକୂଳ ଛୁଇଁବ । ପ୍ରଥମେ ପବନର ବେଗ ଘଣ୍ଟାପ୍ରତି 80 ରୁ 90 କିମି ରହିବ । ସ୍ଥଳଭାଗ ସ୍ପର୍ଶ କଲା ସମୟରେ ଏହାର ପ୍ରଭାବ କମିବାକୁ ଥିବାବେଳେ ପବନର ବେଗ 60 ରୁ 65 କିମି ରହିବ ।
Download Argus News App
