ଅଧିକ ପଢନ୍ତୁ : ପ୍ରଥମ ଥର ଏକାଠି ନଜର ଆସିବେ ଦୁଇ ସୁପରଷ୍ଟାର
ନିକଟରେ ୯୫ତମ ଓସ୍କାର ଆୱାର୍ଡରେ ଦୀପିକାଙ୍କୁ ଏକ ବ୍ଲାକ ଗାଉନରେ ଦେଖିବାକୁ ମିଳିଥିଲା । ଯେଉଁଥିରେ ଏକଦମ ବୋଲ୍ଡ ଲାଗୁଥିଲେ ଦୀପିକା । ଏହାପରେ ଆଉ ଏକ ଶୋ’ରେ ରଣବୀରଙ୍କ ସହ ନଜର ଆସିଥିଲେ ଦୀପିକା । ଯେଉଁଥିରେ ବ୍ଲାକ ଶାଢୀରେ କ୍ଲାସି ଲୁକରେ ଥିଲେ ଦୀପିକା ।
କିଛିଦିନ ତଳେ ପ୍ୟାରିସ ଫ୍ୟାସନ ୱିକରେ ଏକ ବ୍ଲାକ ଡ୍ରେସ ସହ ବ୍ଲାକ ସୁ’ରେ ଷ୍ଟାଇଲିସ ଲାଗୁଥିଲେ ଦୀପିକା ପାଦୁକୋନ ।କ୍ୟାନସ ଫେଷ୍ଟିଭାଲରେ ବ୍ଲାକ ବଡିକନ ଡ୍ରେସରେ ଗର୍ଜିଅସ ଲାଗୁଥିଲେ ବଲିଉଡ ବିୟୁଟି ଦୀପିକା ।
ଦୀପିକାଙ୍କ ଫ୍ୟାନମାନେ ମଧ୍ୟ ତାଙ୍କୁ ବ୍ଲାକ ଡ୍ରେସରେ ଖୁବ ପସନ୍ଦ କରିଥାନ୍ତି ।