ଏହା ହେଉଛି ବିଶ୍ୱର ପ୍ରଥମ ହାଇବ୍ରିଡ୍ ଏରୋସ୍ପେସ୍ ସୋ ।ଏୟାର ସୋ ଜରିଆରେ ସାରା ବିଶ୍ୱକୁ ନିଜ ସାମର୍ଥ୍ୟ ଦେଖାଇଛି ଭାରତ । ଏରୋ ଇଣ୍ଡିଆ ଶୋର ଉଦଘାଟନ ଉତ୍ସବରେ ଏମଆଇ-୧୭ ହେଲିକପ୍ଟର ଫ୍ଲାଗପାଷ୍ଟରେ ସାମିଲ ହୋଇଥିଲା । ଏଥିରେ ଭାରତ ସମେତ ଅନ୍ୟ ରାଷ୍ଟ୍ରର ଯୁଦ୍ଧବିମାନ, ଅସ୍ତ୍ରଶସ୍ତ୍ର ଓ ଟେକ୍ନୋଲୋଜି ପ୍ରଦର୍ଶିତ ହେବ ।
Karnataka: Defence Minister Rajnath Singh at Aero India show in Bengaluru; the event to be held from today to February 5. pic.twitter.com/jZHDDn42aV — ANI (@ANI) February 3, 2021