ଗତ ବର୍ଷ ମେ' ମାସ ଆରମ୍ଭରୁ ହୋଇଥିବା ସାମରିକ ବିବାଦର ସମାଧାନ ପାଇଁ ଭାରତ ଏବଂ ଚୀନ୍ ମଧ୍ୟରେ କୂଟନୈତିକ ସ୍ତରରେ କଥାବାର୍ତ୍ତା ହୋଇଥିଲା। ଏହାର ଦୁଇ ଦିନ ପରେ ସେନା ମୁଖ୍ୟ ଜେନ ଏମ୍ ନାରଭାନେଙ୍କ ସହ ରାଜନାଥଙ୍କ ଏହି ଗସ୍ତ ବେଶ ଗୁରୁତ୍ବବହନ କରୁଛି । ଏହି ଅବସରେର ବିଆର୍ଓ ପକ୍ଷରୁ ପ୍ରସ୍ତୁତ ରାସ୍ତା ଓ ବିଜ୍ରର ଉଦ୍ଘାଟନ କରିବେ ପ୍ରତିରକ୍ଷା ମନ୍ତ୍ରୀ।