ଦିଲ୍ଲୀ ବଜେଟକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଗତ 17 ତାରିଖରେ ଆପତ୍ତି ଉଠାଇଥିଲେ। ଏହାସହିତ ଉତ୍ତର ରଖିବାକୁ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ଜାରି କରିଥିଲେ । କିନ୍ତୁ ଦିଲ୍ଲୀ ସରକାର ଆପତ୍ତି ଉପରେ କୌଣସି ଜବାବ ରଖିନଥିଲେ । ଏବେବି ଦିଲ୍ଲୀ ସରକାରଙ୍କ ଉତ୍ତରକୁ ଅପେକ୍ଷା କରାଯାଇଛି ବୋଲି କହିଛନ୍ତି ଦିଲ୍ଲୀ ଉପରାଜ୍ୟପାଳ।
ଅଧିକ ଭାରତ ଖବର ପଢ଼ନ୍ତୁ