ଏମିତି କି ଅମ୍ଲଜାନ ଅଭାବରୁ ଅନେକ କରୋନା ସଂକ୍ରମିତ ଜୀବନ ହରାଇଥିଲେ। ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଜଣାଇବା ପରେ କେନ୍ଦ୍ର ପକ୍ଷରୁ ଦିଲ୍ଲୀର ଅମ୍ଲଜାନ କୋଟାକୁ ବୃଦ୍ଧି କରାଯାଇଥିଲା। ପରେ ଓଡିଶା, ପଶ୍ଚିମବଙ୍ଗ ଭଳି ରାଜ୍ୟରୁ ଦିଲ୍ଲୀକୁ ଅମ୍ଲଜାନ ପରିବହନ ଆରମ୍ଭ ହୋଇଥିଲା ।
ଅମ୍ଲଜାନ ପାଇବା ପରେ ମୋଦିଙ୍କୁ ପତ୍ର ଲେଖି ଧନ୍ୟବାଦ ଜଣାଇଲେ ଅରବିନ୍ଦ କେଜ୍ରିଓ୍ବାଲ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି ଧନ୍ୟବାଦ ଜଣାଇଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ। ନିଜ କୋଟାର 730ମେଟ୍ରିକ ଟନ ଅମ୍ଲଜାନ ପାଇବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିବା ଜଣାପଡିଛି। କିଛି ଦିନ ପୂର୍ବରୁ ଦେଶର ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ପ୍ରଭାବରେ ଅମ୍ଲଜାନର ଆବଶ୍ୟକତା ବୃଦ୍ଧି ପାଇଥିଲା।
ଅମରନାଥ ଡ୍ୟୁଟି ସାରି ଫେରିବାବେଳେ ITBP ଯବାନଙ୍କ ବସ ଦୁର୍ଘଟଣାଗ୍ରସ୍ତ

ଅର୍ଗସ ବ୍ୟୁରୋ: ITBP ଯବାନଙ୍କ ବସ ଦୁର୍ଘଟଣାଗ୍ରସ୍ତ । ଜାମ୍ମୁ ଓ କାଶ୍ମୀରର ପେହଲଗାଓଁରେ ଭୟଙ୍କର ଦୁର୍ଘଟଣା । ବସ୍ ରେ ମୋଟ ୩୯ ଜଣ ଯବାନ ଥିବାବେଳେ ସମସ୍ତେ ଅମରନାଥ ଯାତ୍ରାରେ ନିୟୋଜିତ ଥିଲେ । କେଦାରନାଥ ଡ୍ୟୁଟି ସାରି ଫେରିବାବେଳେ ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ତେବେ କେତେ ଜଣ ଯବାନଙ୍କ ପ୍ରାଣହାନୀ ହୋଇଛି ସେନେଇ କିଛି ସୂଚନା ମିଳିନାହିଁ । କିନ୍ତୁ କିଛ
Download Argus News App
