ଆଜିଠୁ ମୁମ୍ବାଇରେ ଅନୁଷ୍ଠିତ ହେବ ପ୍ରଥମ ବାଣିଜ୍ୟ ଏବଂ ନିବେଶ କାର୍ଯ୍ୟ ଗୋଷ୍ଠୀ ବୈଠକ
ତୃତୀୟ ଥର ପାଇଁ ବାତିଲ ହେଲା ମେୟର ନିର୍ବାଚନ

ଅର୍ଗସ ବ୍ୟୁରୋ : ଆଜି ବି ହୋଇ ପାରିଲାନି ଦିଲ୍ଲୀ ମହାନଗର ନିଗମର ମେୟର ନିର୍ବାଚନ । କ୍ରମାଗତ ଭାବରେ ତୃତୀୟ ଥର ପାଇଁ ବାତିଲ ହେଲା ମେୟର ନିର୍ବାଚନ । ଆଜି ମୁନିସ୍ପାଲ୍ ହାଉସ୍ରେ ପୁଣି ଶାସକ ଦଳ ‘ଆପ୍’ ଓ ବିରୋଧୀ ଦଳ ‘ବିଜେପି’ ସଦସ୍ୟମାନଙ୍କ ମଧ୍ୟରେ ସଂଘର୍ଷ ଘଟିବାରୁ ଦିଲ୍ଲୀ ମେୟର୍ ନିର୍ବାଚନ ନିମନ୍ତେ ହେବାକୁ ଥିବା ଭୋଟ ବିଫଳ ହୋଇଛି। ପୂର୍ବରୁ ମଧ୍ୟ ଏହି କାରଣରୁ ଦୁଇଥର ନିର୍ବାଚନ ବିଫଳ ହୋଇଥିଲା ।
Download Argus News App
