ସମଗ୍ର ବର୍ଷା ଋତୁରେ ହାରାହାରି ବୃଷ୍ଟିପାତ 649.8 ମିମି । ଜୁନ୍ 1 ରୁ ସେପ୍ଟେମ୍ବର 10 ମଧ୍ୟରେ ହାରାହାରି ବୃଷ୍ଟିପାତ 586.4 ମିମି ହୋଇଥାଏ। ଏଥର ଏହି ସଂଖ୍ୟା 10 ସେପ୍ଟେମ୍ବରରେ 1005.3 ରେ ପହଞ୍ଚିଛି । ଆଉଏମଡି ନିଜ ଟୁଇଟରରେ ଉଲ୍ଲେଖ କରିଛି ଯେ ଦିଲ୍ଲୀର କିଛି ଅଞ୍ଚଳ ଏଂ ଏନସିଆର ଯଥା ବାହାଦୁରଗଡ, ଗୁରୁଗ୍ରାମ, ମନେସର, ଫରୀଦାବଦ, ବଲ୍ଲଭଗଡ, ଲୋନି ଦେହାତ ପ୍ରଭୃତି ଅଞ୍ଚଳରେ ଶନିବାରକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ହୋଇପାରେ।
ଦିଲ୍ଲୀରେ ପ୍ରବଳ ବର୍ଷା, ଭାଙ୍ଗିଲା ୧୮ ବର୍ଷର ରେକର୍ଡ

ନୂଆଦିଲ୍ଲୀ: ଆଜି ସକାଳେ ରାଜଧାନୀ ଦିଲ୍ଲୀରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ଯାହା 18 ବର୍ଷର ରେକର୍ଡ ଭାଙ୍ଗିଛି ଏବଂ ଅନ୍ୟ ପଟେ 46 ବର୍ଷ ମଧ୍ୟରେ ସର୍ବାଧିକ ବୃଷ୍ଟିପାତର ରେକର୍ଡ ସୃଷ୍ଟି କରିଛି। ମୌସୁମୀ ଏଠାରେ 1 ଜୁନ୍ ରୁ ଆରମ୍ଭ ହୁଏ ।
Download Argus News App
