ଯେଉଁପରି ଭାବରେ ଧର୍ମେନ୍ଦ୍ର ପ୍ରଧାନ ଓଡିଶା ରାଜନୀତି ପାଇଁ ପ୍ରେରଣା । ଯେଉଁପରି ଭାବରେ ଉତ୍ତର ପ୍ରଦେଶ ନିର୍ବାଚନର ମଙ୍ଗ ଧରିଥିଲେ ଓ ବିଜେପି ସେଠାରେ ବିପୁଳ ମାତ୍ରାରେ ବିଜୟ ଲାଭ କରିଥିଲା ତାହା ତାଙ୍କର ଦଳ ପ୍ରତି ସମର୍ପଣ ଭାବକୁ ଦର୍ଶାଉଛି । ନିଶ୍ଚିତ ଭାବରେ ଯେଉଁ ଯୁବପିଢି ମାନେ ରାଜନୀତିକୁ ଆସିବାକୁ ଚାହୁଁଛନ୍ତି ଏହି ପୁସ୍ତକଟିକୁ ପଢିବା ଆବଶ୍ୟକ । ଆଜି ବିଜେପି ରାଜ୍ୟ ସଭାପତି ଶ୍ରୀଯୁକ୍ତ ସମୀର ମହାନ୍ତି ଏହି ପୁସ୍ତକକୁ ଉନ୍ମୋଚନ କରିଥିଲେ ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ ଜୀବନି ଉଦଘାଟିତ

ଅର୍ଗସ ବ୍ୟୁରୋ : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ ଜୀବନି ଉପରେ ଏକ ପୁସ୍ତକ ଲୋକାର୍ପଣ ହୋଇଯାଇଛି । ଏହି ବହିଟିର ନାମ ରହିଛି 'ଭାରତର ଲୋକପ୍ରିୟ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ'। ଏହାକୁ ପଣ୍ଡିତ ଦୈତାରି ମହାପାତ୍ର ରଚନା କରିଛନ୍ତି । ଏହାକୁ ମିଶାଇ ସେ ୨୦୩୭ଟି ବହି ରଚନା କରି ସାରିଲେଣି ।
ରାସ୍ତାକଡକୁ ଖସିଲା ବସ୍, ୨୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ

ଅର୍ଗସ ବ୍ୟୁରୋ: ବାଘମାରି ସିମୋର ରାସ୍ତା ମଝିରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଖସିଲା ଯାତ୍ରୀବାହୀ ବସ୍। ବସଟି ବାଙ୍କୀରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଭାରସାମ୍ଯ ହରାଇ ରାସ୍ତା କଡରେ ଖସି ପଡିଥିଲା। ଏଥିରେ 20ଯାତ୍ରୀ ଆହାତ ହୋଇଥିବା ବେଳେ 3 ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସମସ୍ତଙ୍କୁ ଖୋର୍ଦ୍ଧା ଜିଲ୍ଲା ହସ୍ପିଟାଲ ରେ ଭର୍ତି କରାଯାଇଥିବ
Download Argus News App
