ଅଧିକ ପଢନ୍ତୁ : ମନମୋହନ ସାମଲ ନୂଆ ରାଜ୍ୟ ବିଜେପି ସଭାପତି
ଏହାସହ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ କାର୍ଯ୍ୟକାଳରେ ହୋଇଥିବା ଋଣକୌଶଳ ନବନିଯୁକ୍ତ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଆଗକୁ ବଢିବ । ତାଙ୍କର ଅଭିଜ୍ଞତା ଦଳର ସାଂଗଠନିକ କାର୍ଯ୍ୟକୁ ଆହୁରି ସୁଦୃଢ଼ କରିବ ବୋଲି ଟ୍ବିଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।