କୃଷି କ୍ଷେତ୍ରରେ ଗୁଜୁରାଟର ଚାଷୀ ବ୍ୟବହାର କରୁଥିବା ଉନ୍ନତ ଜ୍ଞାନ ବିଷୟରେ ଜାଣିବେ ଓଡ଼ିଆ ଚାଷୀ । ତା ପୂର୍ବରୁ ଏହି ଚାଷୀ ମାନଙ୍କ ସହ କଥା ହେବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିପାଇଁ ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵ ବିଦ୍ୟାଳୟରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।
ଗୁଜୁରାଟରେ ହେବାକୁ ଥିବା କୃଷି ପ୍ରଦର୍ଶନୀରେ ଯୋଗଦେବେ ଓଡିଶାର ବାଦାମ ଚାଷୀ

ଅର୍ଗସ ବ୍ୟୁରୋ : ଗୁଜୁରାଟ ଗସ୍ତରେ ଯିବାକୁ ଥିବା ଚିନାବାଦାମ ଚାଷୀଙ୍କ ଆଲୋଚନା କରିବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଜାନୁଆରୀ 29ରୁ ଫେବୃଆରୀ 7 ତାରିଖ ଯାଏଁ ଗୁଜୁରାଟରେ କୃଷି ପ୍ରଦର୍ଶନୀରେ ଯୋଗଦେବେ ଓଡିଶାର 80 ବାଦାମ ଚାଷୀ ।
Download Argus News App
