ଏଥିପାଇଁ ଦଳକୁ ଅନୁରୋଧ କରିଛନ୍ତି । ଏହାକୁ ନେଇ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି, ଧର୍ମେନ୍ଦ୍ର ପ୍ରଧାନ ବିଜେପିର ଜଣେ ଦକ୍ଷ ନେତା। ଏମିତି କି ଓଡ଼ିଶାର ବିକାଶ ପାଇଁ ତାଙ୍କର ଅନେକ ଯୋଗଦାନ ରହିଛି। ନିର୍ବାଚନ ଗଣତନ୍ତ୍ରର ଏକ ପ୍ରକ୍ରିୟା। ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ଲଢ଼ିଲେ ରାଜ୍ୟ ବିଜେପି ପାଇଁ ନିଶ୍ଚିତ ଭାବରେ ଫାଇଦା ହେବ ।
ରାଜନୀତି ଖବର ଆହୁରି ପଢନ୍ତୁ ।