ଶ୍ରୀ ପ୍ରଧାନ ତାଙ୍କ ଟ୍ୱିଟର ପେଜ୍ରେ ଉଲ୍ଲେଖ କରିଛନ୍ତି ଯେ, ବିଶ୍ୱର ଅନେକ ଭାଷାମାନଙ୍କ ମଧ୍ୟରେ ଆଜି ହିନ୍ଦୀ ଶବ୍ଦ ବ୍ୟବହାର କରାଗଲାଣି। ହିନ୍ଦୀ ଶବ୍ଦ ଏକ ମିଷ୍ଟଭାଷୀ ଭାଷା। ହିନ୍ଦୀ ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ମାତୃଭାଷା ସହ ହିନ୍ଦୀର ଅଗ୍ରଗତୀରେ ଭାଗୀଦାର ହେବା ସହ ପ୍ରତିଜ୍ଞାବଧ ହେବା ପାଇଁ କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।
ଭାରତ ଖବର ଆହୁରି ପଢ଼ନ୍ତୁ ।
ଅନେକ ଭାଷା ମଧ୍ୟରେ ହିନ୍ଦୀ ଭାଷାର ସ୍ୱତନ୍ତ୍ର ସ୍ଥାନ ରହିଛି: ଧର୍ମେନ୍ଦ୍ର

ଭୁବନେଶ୍ୱର/ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି ହିନ୍ଦୀ ଦିବସ। ପ୍ରତି ବର୍ଷ ସେପ୍ଟେମ୍ବର ୧୪କୁ ହିନ୍ଦୀ ଦିବସ ଭାବେ ପାଳନ କରାଯାଇଥାଏ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶବାସୀଙ୍କୁ ହିନ୍ଦୀ ଦିବସର ଶୁଭେଚ୍ଛା ଜଣାଇଛନ୍ତି। ଅନେକ ଭାଷା ମଧ୍ୟରେ ହିନ୍ଦୀ ଭାଷାର ସ୍ୱତନ୍ତ୍ର ସ୍ଥାନ ରହିଛି।
Download Argus News App
