Delhi | Congress leader Digvijaya Singh collects nomination form for the post of party president
"Wait till October 4, the date of withdrawal," he says when asked if the poll will be a trio-cornered contest or a two-cornered contest pic.twitter.com/132Nwz8jd9 — ANI (@ANI) September 29, 2022
ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ହୋଇଥିବାରୁ ଦିଗବିଜୟ ନାମାଙ୍କନ ଭରିବାକୁ କହିଛନ୍ତି। ସେ ୧୦ ପେଜ୍ର ନାମାଙ୍କନ ପତ୍ରର ଫର୍ମ ନେଇଛନ୍ତି। ଅନ୍ୟପଟେ କଂଗ୍ରେସର ଅନ୍ୟତମ ଶୀର୍ଷ ନେତା ତଥା ମହାସଚିବ କେସି ଭେନୁଗୋପାଳ ଏହା କହିଛନ୍ତି । ଦିନେ ଦୁଇ ଦିନ ମଧ୍ୟରେ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହେବ । କୌଣସି ପ୍ରକାର ନାଟକକୁ ବରଦାସ୍ତ କରାଯିବନି ବୋଲି ସେ କହିଛନ୍ତି ।
ରାଜନୀତି ଖବର ଆହୁରି ପଢନ୍ତୁ ।