ସୂଚନା ଥାଉ କି ତାମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଏହି ଯାତ୍ରାକୁ ଟାର୍ଗେଟ କରି ବିଜେପି ରାହୁଲ ଗାନ୍ଧୀଙ୍କ ଫଟୋ ସହିତ ସେ ପିନ୍ଧିଥିବା ଟି-ସାର୍ଟର ଫଟୋ ମଧ୍ୟ ଟ୍ୱିଟ କରାଯାଇଛି। ଏହି ଟୁଇଟ୍ ଅନୁଯାୟୀ ଏହି ଧଳା ପୋଲୋ ଟି-ସାର୍ଟ ବରବେରି କମ୍ପାନୀର ହୋଇଥିବାବେଳେ ଏହାର ମୂଲ୍ୟ ୪୧ ହଜାର ୨୫୭ ଟଙ୍କା ବୋଲି କୁହାଯାଉଛି। ଟ୍ୱିଟ୍ ସହିତ ବିଜେପି ଲେଖିଛି ଯେ ‘ଭାରତ ଦେଖୋ’ ।
ଭାରତ ଖବର ଆହୁରି ପଢ଼ନ୍ତୁ ।
ରାହୁଲ ଗାନ୍ଧୀଙ୍କ ଟି-ସାର୍ଟ ଚର୍ଚ୍ଚା, ଦାମ ଶୁଣିଲେ ହୋସ ଉଡିଯିବ

ଅର୍ଗସ ବ୍ୟୁରୋ: ଚର୍ଚ୍ଚାରେ ରାହୁଲ ଗାନ୍ଧୀଙ୍କ ଟି-ସାର୍ଟ। କଂଗ୍ରେସ ପକ୍ଷରୁ ଆୟୋଜିତ ‘ଭାରତ ଯୋଡା’ ଯାତ୍ରାର ଥିଲା ତୃତୀୟ ଦିନ। କନ୍ୟାକୁମାରୀରୁ ଆରମ୍ଭ ହୋିଥିବା ଏହି ଯାତ୍ରା କାଶ୍ମୀର ପର୍ଯ୍ୟନ୍ତ ଯିବ। ତେବେ ଯାତ୍ରାରେ ସାମିଲ ରାହୁଲ ଗାନ୍ଧୀଙ୍କୁ ନେଇ ଯେତିକି ଚର୍ଚ୍ଚା ନହୋଇଛି ତା’ଠାରୁ ଅଧିକ ଚର୍ଚ୍ଚା ହୋଇଛି ତାଠାରୁ ଅଧିକ ଚର୍ଚ୍ଚା ହୋଇଛି ସେ ପିନ୍ଧିଥିବା ଦାମୀ ଟି-ସାର୍ଟକୁ ନେଇ।-ସାର୍ଟର ମୂଲ୍ୟ ୪୧ହଜାରରୁ ଅଧିକ। ବିଜେପି ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଦୁଇଟି ଫଟୋ ଶେୟାର କରି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରିଛି।
Download Argus News App
