ସୂଚନାଯୋଗ୍ୟ, ନିକଟରେ ଆସାମର ସୌତିନପୁରରେ ଭୟାବହ ଭୂକମ୍ପ ହୋଇଥିଲା । ରିକ୍ଟର ସ୍କେଲର ତୀବ୍ରତା ଥିଲା 6.4 । ତେବେ ଅନେକ ଲୋକଙ୍କ ଘରେ ଫାଟ ସୃଷ୍ଟି ହେବା ସହ ଅନେକ କ୍ଷୟକ୍ଷତି ମଧ୍ୟ ହୋଇଥିଲା । ଏନେଇ କେନ୍ଦ୍ର ସରକାର ସମସ୍ତ ସହାୟତା ୟୋଗାଇଦେବାକୁ ଘୋଷମା କରିଥିଲେ ।
Earthquake of magnitude 3.6 on the Richter scale occurred at 1030 hours near Tezpur, Assam: National Center for Seismology — ANI (@ANI) May 6, 2021