ପଞ୍ଜାବର କିଛି ଅଞ୍ଚଳରେ ମଧ୍ୟ ଭୁକମ୍ପର ଝଟକା ଅନୁଭୂତ ହୋଇଛି। ଭୁକମ୍ପ ଝଟକାରେ ଭୟଭୀତ ହୋଇ ନିଜ ନିଜ ଘରୁ ଲୋକେ ବାହାରକୁ ପଳାଇ ଆସିଥିଲେ। ଏଥିସହିତ ଇରାନ ଏବଂ ଆଫଗାନିସ୍ତାନରେ ମଧ୍ୟ ଏହି ଭୂକମ୍ପର ଝଟକା ଅନୁଭୂତ ହୋଇଛି।
ପାକିସ୍ତାନରେ ଭୂମିକମ୍ପର ଝଟକା
Download Argus News App
