ସୂଚନାମୁତାବକ, ଭୁକମ୍ପର ଝଟକା କିଛି ସେକେଣ୍ଡ ଅନୁଭୁତ ହୋଇଥିଲା। କିନ୍ତୁ ଏହି କାରଣରୁ ଲୋକମାନେ ଭୟଭୀତ ହୋଇ ଏପଟସେପଟ ଦୌଡିବାକୁ ଲାଗିଥିଲେ। ତେବେ ଏହା ପୂର୍ବରୁ ଶୁକ୍ରବାର ମଧ୍ୟ ପାକିସ୍ତାନରେ ଭୂମିକମ୍ପ ଆସିଥିଲା। ଏହା ଇସ୍ଲାମବାଦ, ପେଶଓ୍ୱାର, ରାଓ୍ୱଲପିଣ୍ଡ ରେ ଏହି ଝଟକା ଅନୁଭୂତ ହୋଇଥିଲା।
ଭୁମିକମ୍ପରେ ଥରିଲା ଆଫଗାନିସ୍ଥାନ, ୧୫୫ ମୃତ

ନୂଆଦିଲ୍ଲୀ: ସକାଳୁ ସକାଳୁ ଭୟାବହ ଭୁମିକମ୍ପରେ ଥରିଲା ଆଫଗାନିସ୍ଥାନ। ଏହି ବଡ ଧରଣ ଭୁକମ୍ପରେ ୧୫୫ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା। ପାକିସ୍ତାନର କିଛି ସ୍ଥାନରେ ଭୁକମ୍ପର ଛଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଳ୍ର ଭୁମିକମ୍ପର ତିବ୍ରାତା ୬.୧ ଥିବା ସୂଚନା। ୟୁଏସ୍ ଜିଓଲୋଜିକାଲ ସର୍ଭେ ଅନୁଯାୟୀ ଭୁମିକମ୍ପର ଉତ୍ପତ୍ତି ସ୍ଥଳ ଆଫଗାନିସ୍ଥାନ ବୋଲି ସୂଚନା।
ରଥଟଣାର ଡେମୋ ଦେଖାଇଲେ ପୋଲିସ ବାହିନୀ
ପୁରୀ: ଜୁଲାଇ ୧ରେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଶ୍ରୀକ୍ଷେତ୍ର ଚଳଚଞ୍ଚଳ । ଶୃଙ୍ଖଳିତ ରଥଯାତ୍ରା କରିବା ପାଇଁ ପୁଲିସ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ମକଡ୍ରିଲ କରାଯାଉଛି । ରଥଟଣା କାର୍ଯ୍ୟ କିଭଳି ସୂଚାରୁରୂପେ ସମ୍ପାଦନ ହୋଇପାରିବ ତାହାର ଡେମୋ କରାଯାଉଛି । ରଥ ପୁଲିଂରେ ଯେଭଳି ଅସୁବିଧା ନହୁଏ ସେଥିପାଇଁ ପ୍ରଥମେ ତାଳଧ୍ଵଜ ରଥ, ଦ୍ବିତୀୟରେ ଦେବଦଳନ ରଥ ଓ ଶେଷରେ ନନ୍ଦିଘୋ
Download Argus News App
