ସେଥିପାଇଁ ରାଜ୍ୟ ପ୍ରଶାସନ ପକ୍ଷରୁ ଗଣତି କେନ୍ଦ୍ରରେ ସମସ୍ତ ସୁରକ୍ଷାମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୁଲିସ୍ ପ୍ରହରା ମଧ୍ୟରେ କଡ଼ା ନିରାପତ୍ତା ବଳୟରେ ରହିଛି ଭୋଟିଂ ମେସିନ୍ । ଗଣତିବେଳେ କେଉଁମାନେ ଭୋଟଗ୍ରହଣ କେନ୍ଦ୍ରକୁ ପ୍ରବେଶ କରିପାରିବେ ସେଥିପାଇଁ ପୁଲିସ୍ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି ।
ଭୋଟ ଗଣତି ପାଇଁ ଗୁଜୁରାଟ ପ୍ରଶାସନର ଜୋରଦାର ପ୍ରସ୍ତୁତି

ଅର୍ଗସ ବ୍ୟୁରୋ : ଭୋଟ ଗଣତି ପାଇଁ ଗୁଜୁରାଟ ପ୍ରଶାସନର ଜୋରଦାର ପ୍ରସ୍ତୁତି । ସରିଛି ୨ ଟି ପର୍ଯ୍ୟାୟରେ ଗୁଜୁରାଟ ବିଧାନସଭା ପାଇଁ ମତଦାନ । ଆସନ୍ତାକାଲି ଗଣତି । ସକାଳ ୮ଟାରୁ ଗଣତି ଆରମ୍ଭ କରାଯିବ ।
Download Argus News App
