୨୦୨୧ରେ ୩୪ ହଜାର ୭ଶହ ୭୮ କୋଟି ଟଙ୍କା ଆଦାୟ ହୋଇଥିବା ବେଳେ ୨୦୨୨ରେ ଏଥିରେ ୪୬ ପ୍ରତିଶତ ବୃଦ୍ଧି ଘଟି ପହଁଚିଛି ୫୦ ହଜାର ୮ ଶହ ୫୫ କୋଟିରେ । ଫାଷ୍ଟଟ୍ୟାଗ୍ ମାଧ୍ୟମରେ ଏହି ସମୟ ମଧ୍ୟରେ ଦୈନିକ ହାରାହାରି ଟୋଲ ଶୁଳ୍କ ସଂଗ୍ରହ ରହିଥିଲା ୧୩୪.୪୪ କୋଟି ଟଙ୍କାରୁ ୧୪୪.୧୯ କୋଟି ଟଙ୍କା । ଏଥିରେ ଆଗକୁ ଅଧିକ ବୃଦ୍ଧି ଘଟିବ ବୋଲି ଆକଳନ କରାଯାଇଛି ।
ଦେଶରେ ବୃଦ୍ଧିପାଇଲା ଫାଷ୍ଟ୍ ଟ୍ୟାଗ୍ ମାଧ୍ୟମରେ ଇଲକ୍ଟ୍ରୋନିକ ଟୋଲ୍ କଲେକସନ୍

ଅର୍ଗସ ବ୍ୟୁରୋ : ଦେଶରେ ବୃଦ୍ଧିପାଇଲା ଫାଷ୍ଟ୍ ଟ୍ୟାଗ୍ ମାଧ୍ୟମରେ ଇଲକ୍ଟ୍ରୋନିକ ଟୋଲ୍ କଲେକସନ୍ । ଏହାର ପ୍ରଚଳନ ବର୍ଷଠାରୁ କ୍ରମାଗତ ଭାବରେ ଏଥିରେ ଆୟବୃଦ୍ଧି ଘଟିବାର ଦେଖାଯାଇଛି ।
Download Argus News App
