URGENT ADVISORY TO INDIAN STUDENTS IN KHARKIV.@MEAIndia @PIB_India @DDNational @DDNewslive pic.twitter.com/2dykst5LDB — India in Ukraine (@IndiainUkraine) March 2, 2022
ଯେ କୌଣସି ପରିସ୍ଥିତିରେ ଖାରକିଭ୍ ଛାଡ଼ିବାକୁ ପରାମର୍ଶ। କାଲି କିଭ ଛାଡ଼ି ଯିବାକିୁ ପରାମର୍ଶ ଦିଆଯାଇଥିଲା। ଇତି ଭିତରେ ୟୁକ୍ରେନରେ ଆଉ ଜଣେ ଭାରତୀୟ ଛାତ୍ରଙ୍କର ମୃତ୍ୟୁ। ଚନ୍ଦନ ଚିନ୍ଦଲ ନାମକ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି। ୨୨ ବର୍ଷୀୟ ଚନ୍ଦନଙ୍କୁ ବ୍ରେନ ଷ୍ଟ୍ରୋକ ହେବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।
Embassy of India in Ukraine issues an urgent advisory to Indian nationals in Kharkiv
Must leave Kharkiv immediately, proceed to Pisochyn, Bezlyudovka & Babaye as soon as possible. They must reach these settlements by 1800 hrs (Ukrainian time) today, it reads pic.twitter.com/ko4JGcPfmY — ANI (@ANI) March 2, 2022
ସପ୍ତମ ଦିନରେ ଋଷ-ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢ଼େଇ ଜାରି । ୟୁକ୍ରେନ୍ ଯୁଦ୍ଧର ସପ୍ତମ ଦିନରେ ପୁଟିନଙ୍କ ରୁଷ ଆଜି ଏହାର ଆକ୍ରମଣକୁ ଆହୁରି ଜୋରଦାର କରିଛି। ଆସନ୍ତାକାଲି ଦୁଇ ଦେଶ ମଧ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଆଲୋଚନା ହେବାକୁ ଯାଉଥିବା ବେଳେ ରୁଷ ସେନା ୟୁକ୍ରେନର ରାଜଧାନୀ କିଭ୍କୁ ଦଖଲ କରିବା ଲାଗି ଅଗ୍ରସର ହେବାରେ ଲାଗିଛି।