ଯାନ୍ତ୍ରିକ ତ୍ରୁଟି କାରଣରୁ ଅବା ଅନ୍ୟ କୌଣସି କାରଣରୁ ଏହି ସାଇରନ ବାଜିଥିବା ଗୋଆର ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଏହା ଏକ ମିଥ୍ୟା ସାଇରନ ଵୋଲି ଗୋଆ ଜିଲ୍ଲା କଲେକ୍ଟର ମାମୁ ହେଗେ କହିଛନ୍ତି। ସ୍ଥାନୀୟ ଲୋକଙ୍କ କହିଵା ମୁତାମକ ରାତ୍ର ଭୋଜନ କରୁଥିଵା ସମୟରେ ଅଚାନକ ସାଇରନ ବାଜିଥିଲା। ଯାହା ଦୀର୍ଘ ସମୟ ପର୍ଯ୍ୟନ୍ତ ଆତଙ୍କ ଖେଳାଇଥିଲା।
ଅଧିକ ପଢ଼ନ୍ତୁ ଭାରତ ଖବର