ସେ ଟ୍ରେନରେ ଚଢୁଥିବା ବେଳେ ଶାହାରୁଖଙ୍କ ଜୱାନ ଲୁକରେ ନଜର ଆସିଥଇଲେ. ଏବଂ ଟ୍ରେନ ଭିତରେ ମଧ୍ୟ ସେହି ଲୁକରେ ଶୋଇଥିବାର ନଜର ଆସିଥିଲେ. ତାଙ୍କ ମୁହଁ ଏବଂ ମୁଣ୍ଡ ବ୍ୟାଣ୍ଡେଜରେ ଗୁଡା ହୋଇଥିବା ଦେଖାଯାଇଥିଲା. ଯାହାକୁ ଦେଖି ସେଠାରେ ଥିବା ଅନ୍ୟ ଯାତ୍ରୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଥିଲେ. ତାଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି.